ମମିତା ହତ୍ୟାକାଣ୍ଡକୁ ନେଇ ବ୍ରହ୍ମପୁରରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ; ଏସ୍‌ପି ଅଫିସ ଘେରାଉ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି, ବ୍ୟାରିକେଡ ଭାଙ୍ଗିବା ସହ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

Read more

ନୂଆପଡ଼ାରେ ପହଞ୍ଚିଲେ ୩ ଜଣିଆ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ; ରାୟପୁରରୁ ସଡ଼କ ପଥରେ ଆସି ନୂଆପଡ଼ାରେ ପହଞ୍ଚିଲେ, କଣ୍ଟାବାଂଜୀ ଝରନୀ ଗାଁ ଯାଇ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ଭେଟିବେ

Read more

ମନରେଗା ଟଙ୍କା ବଣ୍ଟନକୁ ନେଇ ଗାଙ୍ଗପୁର ଥାନା ପଣିବନ୍ଧ ଗାଁରେ ସାମାନ୍ୟ ବଚସାରୁ ବୋମାମାଡ଼; ଜଣେ ଗୁରୁତର ଅବସ୍ଥାରେ MKCGକୁ ସ୍ଥାନାନ୍ତର, ଆଉ ଜଣେ ସାମାନ୍ୟ ଆହତ ହୋଇ ଧରାକୋଟରେ ଚିକିତ୍ସାଧୀନ ଅଛନ୍ତି

Read more

ପାଟକୁରା ଗୋଷ୍ଠୀ ସଂଘର୍ଷ ଘଟଣାରେ ୪ ଜଣ ଅଟକ, ସଂଘର୍ଷରେ ଗୁରୁତର ୩ ଜଣ କଟକ SCBରେ ଭର୍ତ୍ତି, ସଂଘର୍ଷରେ ସଂପୃକ୍ତ ଆଉ କିଛି ଲୋକଙ୍କୁ ଖୋଜା ଚାଲିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି

Read more

ମମିତା ହତ୍ୟା ଘଟଣାର ଅନୁଧ୍ୟାନ ପାଇଁ ଆଜି ଆସୁଛି ବିଜେପି କେନ୍ଦ୍ରୀୟ ଟିମ୍, ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଥାନା ଘେରାଉ କାର୍ଯ୍ୟାକ୍ରମ, ୩ ଦିନରେ ୬୨୫ ଥାନା ଘେରାଉ କରିବେ ବିଜେପି କର୍ମକର୍ତ୍ତା

Read more

୧୦ ଦଫା ଦାବିରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜଧାନୀରେ ବିଶାଳ ରାଲି; ନବୀନ ନିବାସ ଆଡ଼କୁ ଯାଉଛନ୍ତି ଡ୍ରାଇଭର ମହାସଂଘ ସଦସ୍ୟ, ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଲିରେ ସାମିଲ୍, ବଡ଼ ରାଲି ଯୋଗୁଁ ରାଜଧାନୀରେ ଟ୍ରାଫିକ ସମସ୍ୟା

Read more

ଦାଣ୍ଡମୁକୁନ୍ଦପୁର ବରାଗଡ ସିଡି ନିକଟରେ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ପୁରୀ: ଭୁବନେଶ୍ବର-ପୁରୀ NH-316 ଦାଣ୍ଡମୁକୁନ୍ଦପୁର ବରାଗଡ ସିଡି ନିକଟରେ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ, ମୃତକ ଯୁବକଙ୍କ ପରିଚୟ ଅସ୍ପଷ୍ଟ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ

Read more

ଦକ୍ଷୀଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଓଡ଼ିଶା ଉପରେ ଏହାର ସିଧା ପ୍ରଭାନ ନଥିଲେ ବି ଆଂଶିକ ପ୍ରଭାବ ପଡ଼ିବ, 5ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମର ଧରଣର ବର୍ଷା ସମ୍ଭାବନା, କାଲି ସକାଳ ୮ଟା ୩୦ ସୁଦ୍ଧା ଉପକୂଳ ଓଡିଶା ରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

Read more

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଉ ୩ବର୍ଷ ବଢ଼ିଲା

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଉ ୩ବର୍ଷ ବଢ଼ିଲା । ୧୦ ଡିସେମ୍ବର ୨୦୨୧ରୁ ବର୍ଦ୍ଧିତ କାର୍ଯ୍ୟକାଳ ନିଷ୍ପତି ଲାଗୁ ହେବ। କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି

Read more