16 ଦଫା ନେଇ ଜିଲ୍ଲା ବିଜେପିର ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ବାରିପଦା, କପ୍ତିପଦା, ବାମନଘାଟି, ପାଞ୍ଚପିଢ଼ି, ଅଞ୍ଚଳରେ ବନ୍ଦର ପ୍ରଭାବ । ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପିକେଟିଂ ଜାରି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ

Read more

ମହାଲିଙ୍ଗ ସନ୍‌ସାଇନ୍ କଲେଜ ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା, ଆଜି ସରୁଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି, ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର ହେବ ଗୋବିନ୍ଦ ସାହୁ, ଗତ ୨୦ ତାରିଖରୁ ୫ ଦିନିଆ ରିମାଣ୍ଡରେ ଥିଲା ଗୋବିନ୍ଦ

Read more

ରାଜ୍ୟରେ ଆଜିଠୁ ଖୋଲୁଛି ଅଷ୍ଟମ ଶ୍ରେଣୀ, କ୍ଲାସରୁମ ପାଠପଢ଼ା ଆରମ୍ଭ କରିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ, ସବୁ ସରକାରୀ, ବେସରକାରୀ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲରେ ସକାଳ ୯ଟାରୁ ୧୨ଟା ୩୦ ଯାଏ ଚାଲିବ ପାଠପଢ଼ା

Read more

ମହାଲିଙ୍ଗ ସନ୍‌ସାଇନ୍ କଲେଜ ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା, ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ, ସିବିଆଇ ତଦନ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି

Read more

କେନ୍ଦୁଝର ଜିଲ୍ଲାରେ ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଲେ, ଗାଡ଼ିଆରୁ ହାତବନ୍ଧା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ, ପଣ୍ଡାପଡ଼ା ଥାନା ବସନ୍ତପୁର ନିକଟ ଏକ ଗାଡ଼ିଆରୁ ମିଳିଲା ମୃତଦେହ

କେନ୍ଦୁଝର ଜିଲ୍ଲାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଲେ, ଗାଡ଼ିଆରୁ ହାତବନ୍ଧା ଅବସ୍ଥାରେ ମିଳିଲା

Read more

ଆସନ୍ତା ୨୫ ରେ ବିଜେପିର ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା । ଗତ ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀଙ୍କ ଆକ୍ରମଣ, ମମିତା ମେହେର ହତ୍ୟାକାଣ୍ତରେ ଗୃହମନ୍ତ୍ରୀଙ୍କ ବହିଷ୍କାର ଭଳି ବିଭିନ୍ନ ୧୬ ଦଫା ଦାବିକୁ ପ୍ରସଙ୍ଗ କରି ବନ୍ଦ ଡାକରା ..

Read more

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ବିଜୟ ମହାପାତ୍ରଙ୍କ ସାଂଘାତିକ ଅଭିଯୋଗ; ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା ପାଇଁ ମନ୍ତ୍ରୀଙ୍କ ରାୟପୁର ବାସଭବନରେ ଉଦ୍ୟମ କରାଯାଇଥିଲା, ଏ ସଂପର୍କରେ କିଛି ଟେଲିଫୋନ୍ କଲ୍ ରେକର୍ଡ ପୁଲିସକୁ ମିଳିଛି, ପୁଲିସ ଏହାକୁ ସିଲ୍ କଭରରେ ତୃତୀୟ ମହଲକୁ ଦେଇସାରିଛି

Read more

ପୁରୀ ଦିଗବାରେଣି ସମ୍ମୁଖ ବେଳାଭୂମିରୁ ଅଚେତ ଅବସ୍ଥାରେ ଜଣେ ଯୁବକ ଉଦ୍ଧାର, ଲାଇଫଗାର୍ଡ ସଦର ହସ୍ପିଟାଲକୁ ସ୍ଥାନାନ୍ତରିତ, ପାଟିରୁ ଫେଣ ବାହାରୁଥିବାରୁ ବିଶାକ୍ତ ଦ୍ରବ୍ୟ ଖାଇଥିବା ସନ୍ଦେହ, ଅସୁସ୍ଥ ଯୁବକଙ୍କ ପରିଚୟ ଅସ୍ପଷ୍ଟ, ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା

Read more

ମମିତା ମେହେର ହତ୍ୟା ମାମଲା; ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ଆହୁରି ଶାଣିତ କରିବ ବିଜେପି, ରାଜ୍ୟର କୋଣ ଅନୁକୋଣରେ ପ୍ରତିବାଦକୁ ଜୋରଦାର କରିବ, ସୂଚନା ଦେଲେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି

Read more