ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ, ଶପଥ ନେଲେ ୨୧ ମନ୍ତ୍ରୀ

ଭୁବନେଶ୍ୱର : ଶନିବାର ନିଜ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ କରିଛନ୍ତି ନୂଆ ମନ୍ତ୍ରିମଣ୍ଡଳ।

Read more

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗ: ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ, ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା, ଉଭୟଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ଲଗାଇଲେ ସୁପ୍ରିମକୋର୍ଟ |

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗ: ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ, ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା,

Read more

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି: ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ | ଆସନ୍ତାକାଲି ଯାଏଁ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ | ଜଷ୍ଟିସ୍ ବିଆର ଗଭଇ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠରେ ଶୁଣାଣି |

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି: ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ | ଆସନ୍ତାକାଲି ଯାଏଁ ରାୟ ସଂରକ୍ଷିତ

Read more

ଭଦ୍ରକ ଆଗରପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାଡିଗଲା ଆମ୍ବୁଲାନ୍ସ ଗାଡି ; ଜଣେ ମୃତ, ୮ ଆହତ

ଭଦ୍ରକ : ମେଡିକାଲରେ ରୋଗୀ ଓ ତାଙ୍କ ସର୍ମ୍ପକୀୟଙ୍କ ଉପରେ ମାଡ଼ି ଗଲା ଗାଡ଼ି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ

Read more

ପୁରୀ ଟାଉନହଲରେ ଦ୍ବିତୀୟ ରଥ ସମନ୍ବୟ ବୈଠକ ଆରମ୍ଭ । ଆଇନ, ପଞ୍ଚାୟତରାଜ, ପାନୀୟ ଜଳ ଓ ଗୃହ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ଚଳିତ ବର୍ଷ ପ୍ରାୟ ୧୨ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ନେଇ ବିଭାଗ କରୁଛି ପ୍ରସ୍ତୁତି |

ପୁରୀ ଟାଉନହଲରେ ଦ୍ବିତୀୟ ରଥ ସମନ୍ବୟ ବୈଠକ ଆରମ୍ଭ । ଆଇନ, ପଞ୍ଚାୟତରାଜ, ପାନୀୟ ଜଳ ଓ ଗୃହ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ।

Read more

ଓଡ଼ିଶାର ୨ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ । ସହିଦ ଦେବାଶିଷ ସେଠୀ ଓ ସହିଦ ସୁଧିର କୁମାର ଟୁଡୁଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ । ଦେବାଶିଷଙ୍କ ବାପା ମାଆ ଓ ସୁଧିରଙ୍କ ମାଆଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି |

ଓଡ଼ିଶାର ୨ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ । ସହିଦ ଦେବାଶିଷ ସେଠୀ ଓ ସହିଦ ସୁଧିର କୁମାର ଟୁଡୁଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ

Read more

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ଅବସରପ୍ରାପ୍ତ ବାୟୁ ସେନା କର୍ମଚାରୀ

ନୀଳଗିରି : ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅବସରପ୍ରାପ୍ତ ବାୟୁ ସେନା କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ

Read more

ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ମରାତୀରା ନିକଟରେ ଅଟୋକୁ ପିଟିଲା ଟ୍ରକ୍‌ ; ୨ ମୃତ, ୩ ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ମରାତୀରା ନିକଟରେ ଏକ ଟ୍ରକ୍ ଏକ ଅଟୋକୁ ପିଟି ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩

Read more

ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଛନ୍ତି ୧୮୧ IAS ପ୍ରୋବେସନର | ରୟାଲ ଭୁଟାନ ସିଭିଲ ସର୍ଭିସର ୨ ପ୍ରୋବେସନର ମଧ୍ୟ ଆସିଛନ୍ତି, ଭାରତ ଦର୍ଶନ କାର୍ଯ୍ୟକ୍ରମ ଅଧିନରେ | ରାଧିକା ରସ୍ତୋଗୀଙ୍କ ନେତୃତ୍ବରେ ୪ ଦିନିଆ ଟୁରରେ ଆସିଛନ୍ତି | ସମସ୍ତଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଛନ୍ତି ୧୮୧ IAS ପ୍ରୋବେସନର | ରୟାଲ ଭୁଟାନ ସିଭିଲ ସର୍ଭିସର ୨ ପ୍ରୋବେସନର ମଧ୍ୟ ଆସିଛନ୍ତି, ଭାରତ ଦର୍ଶନ କାର୍ଯ୍ୟକ୍ରମ ଅଧିନରେ

Read more

କୋରାପୁଟ: ରାସ୍ତାକଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର | ସଦର ଥାନା ଦେଓଘାଟି ଡବଲ ବ୍ରିଜ ନିକଟରେ ଘଟିଛି ଘଟଣା | ମୃତଦେହ ନିକଟରୁ ରକ୍ତ ରଞ୍ଜିତ ପଥର ମିଳିଛି, ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ପୋଡ଼ି ଦିଆଯାଇଥିବା ସନ୍ଦେହ, ଯୁବକଙ୍କ ପରିଚୟ ଅସ୍ପଷ୍ଟ, ଘଟଣାସ୍ଥଳରେ ଫରେନସିକ୍ ଟିମର ତଦନ୍ତ |

କୋରାପୁଟ: ରାସ୍ତାକଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର | ସଦର ଥାନା ଦେଓଘାଟି ଡବଲ ବ୍ରିଜ ନିକଟରେ ଘଟିଛି ଘଟଣା | ମୃତଦେହ ନିକଟରୁ ରକ୍ତ ରଞ୍ଜିତ

Read more