ଆସାମର ଶିଲଂରେ କାର୍ଯ୍ୟରତ ଜଣେ ଓଡ଼ିଆ BSF ଯବାନଙ୍କ ମୃତ୍ୟୁ, ମୃତ ଯବାନ ଖୋର୍ଦ୍ଧା ଜିଲ୍ଲା ନିରାକାରର ଅରାଞ୍ଚଳ ଗାଁର ଜୟପ୍ରକାଶ ମହାପାତ୍ର, ଜଣେ ଯବାନଙ୍କୁ ଗାଡ଼ି ଶିଖାଇବା ବେଳେ ଦୁର୍ଘଟଣାରେ ଜୟପ୍ରକାଶଙ୍କର ମୃତ୍ୟୁ, ଆସନ୍ତାକାଲି ତାଙ୍କର ପାର୍ଥିବ ଶରୀର ଜନ୍ମମାଟିକୁ ଆସିବ ବୋଲି ଜଣାପଡ଼ିଛି
ଆସାମର ଶିଲଂରେ କାର୍ଯ୍ୟରତ ଜଣେ ଓଡ଼ିଆ BSF ଯବାନଙ୍କ ମୃତ୍ୟୁ, ମୃତ ଯବାନ ଖୋର୍ଦ୍ଧା ଜିଲ୍ଲା ନିରାକାରର ଅରାଞ୍ଚଳ ଗାଁର ଜୟପ୍ରକାଶ ମହାପାତ୍ର, ଜଣେ ଯବାନଙ୍କୁ ଗାଡ଼ି
Read more