ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ପ୍ରସଙ୍ଗ : ଆସନ୍ତାକାଲି ଅନୁଧ୍ୟାନ ପାଇଁ ଆସିବେ ASI ଟିମ୍ । ମେ ୯ ତାରିଖରେ ହାଇକୋର୍ଟରେ ଅଛି ଶୁଣାଣି, ତାପୂର୍ବରୁ ASI ଦାଖଲ କରିବ ରିପୋର୍ଟ | କମିଟିରେ ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାର, ASI ବୈଷୟିକ ଟିମ୍, ଅନୁଧ୍ୟାନ ପରେ ହେବ ରିପୋର୍ଟ ପ୍ରସ୍ତୁତ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ପ୍ରସଙ୍ଗ: ଆସନ୍ତାକାଲି ଅନୁଧ୍ୟାନ ପାଇଁ ଆସିବେ ASI ଟିମ୍ । ମେ ୯ ତାରିଖରେ ହାଇକୋର୍ଟରେ ଅଛି ଶୁଣାଣି, ତାପୂର୍ବରୁ ASI

Read more

ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଜେନେରାଲ ମନୋଜ ପାଣ୍ଡେ । କାର୍ଯ୍ୟଭାର ହସ୍ତାନ୍ତର କଲେ ବିଦାୟୀ ସ୍ଥଳସେନା ମୁଖ୍ୟ ଏମ ଏମ ନରଭାଣେ । ୨୯ତମ ସ୍ଥଳସେନା ମୁଖ୍ୟ ଭାବେ ମନୋଜଙ୍କ ଦାୟିତ୍ବ ଗ୍ରହଣ |

ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଜେନେରାଲ ମନୋଜ ପାଣ୍ଡେ । କାର୍ଯ୍ୟଭାର ହସ୍ତାନ୍ତର କଲେ ବିଦାୟୀ ସ୍ଥଳସେନା ମୁଖ୍ୟ ଏମ ଏମ ନରଭାଣେ । ୨୯ତମ

Read more

ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ

ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍ । ନ୍ୟାୟ ସୁଲଭ, ତ୍ବରିତ, ସମସ୍ତଙ୍କ ପାଇଁ ହେବା ଆବଶ୍ୟକ । କୋର୍ଟରେ ଖାଲି ଥିବା

Read more

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ | ଗୋଆର ବିଭିନ୍ନ ସମସ୍ୟା ସମ୍ପର୍କରେ ମୋଦିଙ୍କ ସହ ଆଲୋଚନା କରିବା ସହ ରାଜ୍ୟର ଉନ୍ନତୀ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଲୋଡିଛନ୍ତି ।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ | ଗୋଆର ବିଭିନ୍ନ ସମସ୍ୟା ସମ୍ପର୍କରେ ମୋଦିଙ୍କ ସହ ଆଲୋଚନା କରିବା ସହ ରାଜ୍ୟର

Read more

ଦେଶରେ କୋଇଲା ସଙ୍କଟ, ଟ୍ରେନ୍ ସେବା ଉପରେ ପ୍ରଭାବ । ପାଖାପାଖି ୬୭୦ ଟ୍ରେନ ରଦ୍ଦ କଲା ରେଳ ମନ୍ତ୍ରାଳୟ | ମେ ୨୪ ପର୍ଯ୍ୟନ୍ତ ମେଲ୍, ଏକ୍ସପ୍ରେସ, ପାସେଞ୍ଜର ଟ୍ରେନ୍ ବାତିଲ । ବାତିଲ ଟ୍ରେନ୍ ମଧ୍ୟରେ ରହିଛି ୫ଶହରୁ ଅଧିକ ଦୂରଗାମୀ ଟ୍ରେନ | କୋଇଲା ଯୋଗାଣକୁ ତ୍ବରିତ କରିବାକୁ ମନ୍ତ୍ରାଳୟର ନିଷ୍ପତ୍ତି |

ଦେଶରେ କୋଇଲା ସଙ୍କଟ, ଟ୍ରେନ୍ ସେବା ଉପରେ ପ୍ରଭାବ । ପାଖାପାଖି ୬୭୦ ଟ୍ରେନ ରଦ୍ଦ କଲା ରେଳ ମନ୍ତ୍ରାଳୟ | ମେ ୨୪ ପର୍ଯ୍ୟନ୍ତ ମେଲ୍,

Read more

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନିଲମ୍ବିତ ଏଏସ୍ଆ‌ଇ ଜୟଦାଶ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମାଲକାନଗିରି : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ଥାନାର ନିଲମ୍ବିତ ଏଏସଆଇ ଜୟଦାଶ ଖରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ

Read more

ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଚଳିତ ବର୍ଷ ଅଧିକ ରାଜସ୍ୱ ଆଦାୟ କରିଛି ଆୟକର ବିଭାଗ

ଭୁବନେଶ୍ବର: ଆୟକର ବିଭାଗର ଓଡ଼ିଶା କ୍ଷେତ୍ର ତା’ ପାଇଁ ନିର୍ଦ୍ଧାରିତ ହୋଇଥିବା ବଜେଟ ସଂଗ୍ରହର ଲକ୍ଷ୍ୟକୁ କେବଳ ଯେ କେବଳ ପ୍ରାପ୍ତ କରି ଅଛି ତାହା ନୁହେଁ,

Read more

ଆସନ୍ତା ମେ’ ୨ରୁ ୪ତାରିଖ ଯାଏ ଜର୍ମାନୀ ଡେନମାର୍କ ଓ ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ୨୦୨୨ ମସିହାରେ ଏହି ଗସ୍ତ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ: ବୈଦେଶିକ ମନ୍ତ୍ରାଳୟ |

ଆସନ୍ତା ମେ’ ୨ରୁ ୪ତାରିଖ ଯାଏ ଜର୍ମାନୀ ଡେନମାର୍କ ଓ ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ୨୦୨୨ ମସିହାରେ ଏହି ଗସ୍ତ ମୋଦିଙ୍କ

Read more

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନକୁ ମିଳିଲାନି ପଦଯାତ୍ରା ଅନୁମତି | ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହେବାର ଥିଲା ପଦଯାତ୍ରା | ପଦଯାତ୍ରା ପାଇଁ ଅନୁମତି ନ ମିଳିବାରୁ ସ୍ଥଗିତ | ସୂଚନା ଦେଲେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନର ଆବାହକ |

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନକୁ ମିଳିଲାନି ପଦଯାତ୍ରା ଅନୁମତି | ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହେବାର ଥିଲା ପଦଯାତ୍ରା | ପଦଯାତ୍ରା ପାଇଁ ଅନୁମତି ନ

Read more

କୋଭିଡ଼ରେ ମୃତ ବାପା, ମାଙ୍କ ପିଲା କେଭିରେ ମାଗଣା ପଢିବେ। ଏମ୍‌ପି କୋଟା ଉଚ୍ଛେଦ ସହ କୋଭିଡ଼ ଅନାଥ ବ୍ୟବସ୍ଥା ଲାଗୁ କଲା କେଭି। ପିଏମ୍ କେୟାର୍ସ ଅଧୀନରେ ପିଲାମାନଙ୍କୁ ସୁଯୋଗ ମିଳିବ। ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣାରେ ପଢିବେ କୋଭିଡ୍ ଅନାଥ। ବାର୍ଷିକ ୧୦ ଜଣ କୋଭିଡ଼ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ।

କୋଭିଡ଼ରେ ମୃତ ବାପା, ମାଙ୍କ ପିଲା କେଭିରେ ମାଗଣା ପଢିବେ। ଏମ୍‌ପି କୋଟା ଉଚ୍ଛେଦ ସହ କୋଭିଡ଼ ଅନାଥ ବ୍ୟବସ୍ଥା ଲାଗୁ କଲା କେଭି। ପିଏମ୍ କେୟାର୍ସ

Read more