ପୁରୀ ଶ୍ରୀମନ୍ଦିରରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି, ପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ | ୪ ଘଣ୍ଟା ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଅପରାହ୍‌ଣ ୪ଟାରୁ ରାତି ୮ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ, ଏହି ସମୟରେ କେବଳ ପାର୍ଶ୍ବ ଦେବଦେବୀ ଦର୍ଶନ କରିହେବ

ପୁରୀ ଶ୍ରୀମନ୍ଦିରରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି, ପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ | ୪ ଘଣ୍ଟା ଧରି ବନ୍ଦ ରହିବ

Read more

ନିଲମ୍ବିତ ୧୨ ରାଜ୍ୟସଭା ସଦସ୍ୟ ଭୁଲ୍‌ ପାଇଁ ଦୁଃଖ ପ୍ରକାଶ କରି ସଂସଦକୁ ଆସନ୍ତୁ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ : ମନ୍ତ୍ରୀ

ନିଲମ୍ବିତ ୧୨ ରାଜ୍ୟସଭା ସଦସ୍ୟ ଭୁଲ୍‌ ପାଇଁ ଦୁଃଖ ପ୍ରକାଶ କରି ସଂସଦକୁ ଆସନ୍ତୁ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିକ୍ରିୟା ରଖିଛନ୍ତି

Read more

ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଘଟଣା, ବେପରୁଆ ଗାଡ଼ି ଚଲାଇ ନୁହେଁ, ବରଂ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କ ନାଁରେ କଠିନ ଦଫା ଲଗାଇବାକୁ କୋର୍ଟରେ SITର ଆବେଦନ। କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଜଣ ଅଭିଯୁକ୍ତ ଅଛନ୍ତି

ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଘଟଣା, ବେପରୁଆ ଗାଡ଼ି ଚଲାଇ ନୁହେଁ, ବରଂ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କ ନାଁରେ

Read more

ବେଙ୍ଗଳୁରୁରେ ନକଲି RT-PCR ରିପୋର୍ଟ ଦେବା ମାମଲା ୪ ଅଭିଯୁକ୍ତ ଗିରଫ |ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ଦେଇଥିଲେ ନକଲି ନେଗେଟିଭ୍‌ RT-PCR ରିପୋର୍ଟ, ନକଲି କୋଭିଡ ରିପୋର୍ଟ ଦେଖାଇ ଭାରତରୁ ଖସି ଯାଇଥିଲେ ଓମିକ୍ରନ ଆକ୍ରାନ୍ତ । ମାମଲାର ତଦନ୍ତ ନିର୍ଦେଶ ଦେଇଥିଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ।

ବେଙ୍ଗଳୁରୁରେ ନକଲି RT-PCR ରିପୋର୍ଟ ଦେବା ମାମଲା ୪ ଅଭିଯୁକ୍ତ ଗିରଫ |ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ଦେଇଥିଲେ ନକଲି ନେଗେଟିଭ୍‌ RT-PCR ରିପୋର୍ଟ, ନକଲି କୋଭିଡ ରିପୋର୍ଟ

Read more

ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ନବୀନ | ଭିସି ଜରିଆରେ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ୮୫.୩୫ କୋଟି ଟଙ୍କାର ୧୫୧ଟି ପ୍ରକଳ୍ପର ଉଦ୍‌ଘାଟନ ବି କଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ପ୍ରକଳ୍ପରୁ ଉପକୃତ ହେବେ ୮ ଲକ୍ଷରୁ ଅଧିକ ଲୋକ ।

ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ନବୀନ | ଭିସି ଜରିଆରେ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ୮୫.୩୫ କୋଟି ଟଙ୍କାର ୧୫୧ଟି

Read more

କେନ୍ଦୁଝର ପାଟଣା ରେଞ୍ଜ ସାହାରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ | ୨ଟି ଗାଁର ୪ଟି ଘର ଭାଙ୍ଗିଲେ ୨୬ ଟିକିଆ ହାତୀପଲ, କୁମୁଳାବାହାଳି ଗାଁରେ ୩ଟି ଓ ବନବୀର ଗାଁରେ ଗୋଟିଏ ଘର ଭାଙ୍ଗିଲେ । ହାତୀପଲ ଏବେ ପଇତାମଜା ଗାଁ ଜଙ୍ଗଲରେ ଥିବା ସୂଚନା ।

କେନ୍ଦୁଝର ପାଟଣା ରେଞ୍ଜ ସାହାରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ | ୨ଟି ଗାଁର ୪ଟି ଘର ଭାଙ୍ଗିଲେ ୨୬ ଟିକିଆ ହାତୀପଲ, କୁମୁଳାବାହାଳି ଗାଁରେ ୩ଟି ଓ

Read more

ଗଜପତି ଜିଲ୍ଲା ବୋମିକା ନିକଟରେ ଓଲଟିଲା କନ୍ୟାଯାତ୍ରୀ ବସ୍‌ | ୩୫ ବସ୍‌ ଯାତ୍ରୀଙ୍କ ମଧ୍ୟରୁ ୨୫ରୁ ଅଧିକ ଆହତ, ୪ ଗୁରୁତର ସମସ୍ତ ଆହତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ବାହାଘର ସାରି ପାରଳାଖେମୁଣ୍ଡିରୁ ପୋଲସରାକୁ ଫେରୁଥିଲେ କନ୍ୟାଯାତ୍ରୀ, ଗଛରେ ପିଟି ହେବା ପରେ ଚିକ୍‌ମିକ୍‌ ବସ୍‌ ଓଲଟିଥିବା ସୂଚନା

ଗଜପତି ଜିଲ୍ଲା ବୋମିକା ନିକଟରେ ଓଲଟିଲା କନ୍ୟାଯାତ୍ରୀ ବସ୍‌ | ୩୫ ବସ୍‌ ଯାତ୍ରୀଙ୍କ ମଧ୍ୟରୁ ୨୫ରୁ ଅଧିକ ଆହତ, ୪ ଗୁରୁତର ସମସ୍ତ ଆହତ ପାରଳାଖେମୁଣ୍ଡି

Read more

ସୁନ୍ଦରଗଡ଼ ବଣାଇର ଭାଲୁଡୁଙ୍ଗୁରୀ ଗାଁରେ ଅଭାବନୀୟ ଘଟଣା, ହାତରୁ ଡିବିରି ଖସି ନିଆଁ ଲାଗିବାରୁ ଛାତ୍ରୀ ଜୀବନ୍ତ ଦଗ୍ଧ | ବଣାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର, ମୃତ ଯୁବତୀ ସ୍ବପ୍ନେଶ୍ବରୀ ମୁଣ୍ଡା ଯୁକ୍ତତିନି ଛାତ୍ରୀ ଥିଲେ |

ସୁନ୍ଦରଗଡ଼ ବଣାଇର ଭାଲୁଡୁଙ୍ଗୁରୀ ଗାଁରେ ଅଭାବନୀୟ ଘଟଣା, ହାତରୁ ଡିବିରି ଖସି ନିଆଁ ଲାଗିବାରୁ ଛାତ୍ରୀ ଜୀବନ୍ତ ଦଗ୍ଧ | ବଣାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଙ୍କୁ ମୃତ

Read more

ବାଲେଶ୍ବରର ଚାନ୍ଦିପୁରରୁ ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ | SMART- ଦୂରଗାମୀ ସୁପରସୋନିକ କ୍ଷେପଣାସ୍ତ୍ର ସଂଯୁକ୍ତ ବିଧ୍ବଂସୀ | ପାଣି ଭିତରେ ଯୁଦ୍ଧାସ୍ତ୍ର ବିଧ୍ବଂସ କରିବାକୁ ପ୍ରସ୍ତୁତ ହୋଇଛି SMART

ବାଲେଶ୍ବରର ଚାନ୍ଦିପୁରରୁ ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ | SMART- ଦୂରଗାମୀ ସୁପରସୋନିକ କ୍ଷେପଣାସ୍ତ୍ର ସଂଯୁକ୍ତ ବିଧ୍ବଂସୀ | ପାଣି ଭିତରେ ଯୁଦ୍ଧାସ୍ତ୍ର ବିଧ୍ବଂସ କରିବାକୁ ପ୍ରସ୍ତୁତ

Read more

ସୁନ୍ଦରଗଡ଼ ରାଜଗାଙ୍ଗପୁରରରେ ଝୁଲନ୍ତା ମୃତଦେହ ଉଦ୍ଧାର | ବାରୁପଡ଼ା ୱାର୍ଡ-୧୩ରେ ଦିଲୀପ ଜୈସୱାଲଙ୍କ ମୃତଦେହ ଉଦ୍ଧାର ଘରୋଇ କଳହରୁ ଆତ୍ମହତ୍ୟା ସନ୍ଦେହ, ପୋଲିସ ତଦନ୍ତ ଜାରି |

ସୁନ୍ଦରଗଡ଼ ରାଜଗାଙ୍ଗପୁରରରେ ଝୁଲନ୍ତା ମୃତଦେହ ଉଦ୍ଧାର | ବାରୁପଡ଼ା ୱାର୍ଡ-୧୩ରେ ଦିଲୀପ ଜୈସୱାଲଙ୍କ ମୃତଦେହ ଉଦ୍ଧାର ଘରୋଇ କଳହରୁ ଆତ୍ମହତ୍ୟା ସନ୍ଦେହ, ପୋଲିସ ତଦନ୍ତ ଜାରି |

Read more