ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି: ୮୫୧ଟି ଜିଲ୍ଲା ପରିଷଦ ଆସନରୁ ୩୧୫ଟିରେ ଆଜି ଗଣତି ଚାଲିଥିବା ବେଳେ ୨୭୪ଟିରେ ବିଜେଡି ଆଗୁଆ ରହିଛି, ବିଜେପି ୨୧ଟିରେ ଓ କଂଗ୍ରେସ ୧୪ଟିରେ ଆଗୁଆ ରହିଛି, ଅନ୍ୟାନ୍ୟ ପ୍ରାର୍ଥୀ ୬ଟି ଆସନରେ ଆଗୁଆ ରହିଛନ୍ତି

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି: ୮୫୧ଟି ଜିଲ୍ଲା ପରିଷଦ ଆସନରୁ ୩୧୫ଟିରେ ଆଜି ଗଣତି ଚାଲିଥିବା ବେଳେ ୨୭୪ଟିରେ ବିଜେଡି ଆଗୁଆ ରହିଛି, ବିଜେପି ୨୧ଟିରେ ଓ

Read more

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ; ଫେବ୍ରୁଆରୀ ୨୮ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

-ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ ଗ୍ରହଣ-ମାର୍ଚ୍ଚ ୨୬ରେ ଭୋଟ ଗଣତି -ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟୀ ମେୟର ନିର୍ବାଚନ-୧୦୬ NAC/ମ୍ୟୁନିସିପାଲିଟି, ୩ଟି

Read more

ପ୍ରକାଶ ପାଇଲା ଭୁବନେଶ୍ବର ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା । ଭୋଟର ସଂଖ୍ୟା ୭ଲକ୍ଷ ୨୫ ହଜାର ୭୬୫ , ଚିଠା ଭୋଟର ତାଲିକା ସଂଶୋଧନ ପରେ କମିଛି ଭୋଟର ସଂଖ୍ୟା । ମହିଳା ଭୋଟରଙ୍କଠାରୁ ପୁରୁଷ ଭୋଟର ଅଧିକ । ବିଏମ୍‌ସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ସୂଚନା

ପ୍ରକାଶ ପାଇଲା ଭୁବନେଶ୍ବର ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା ।ଭୋଟର ସଂଖ୍ୟା ୭ଲକ୍ଷ ୨୫ ହଜାର ୭୬୫ , ଚିଠା ଭୋଟର ତାଲିକା ସଂଶୋଧନ ପରେ

Read more

ଆସିକା ସାଂସଦ ପ୍ରମିଳା ବିଷୋୟୀ ନିଜର ମତଦାନ କରିଥିବା ବେଳେ ଭୋଟ ବାକ୍ସକୁ ମୁଣ୍ଡ ନୁଆଁଇ ଓ ଆଣ୍ଠୁ ପକାଇ ପ୍ରଣାମ କରିଥିଲେ

ଆସିକା ସାଂସଦ ପ୍ରମିଳା ବିଷୋୟୀ ନିଜର ମତଦାନ କରିଥିବା ବେଳେ ଭୋଟ ବାକ୍ସକୁ ମୁଣ୍ଡ ନୁଆଁଇ ଓ ଆଣ୍ଠୁ ପକାଇ ପ୍ରଣାମ କରିଥିଲେ

Read more

ପଞ୍ଚାୟତ ନିର୍ବାଚନରେ ହିଂସା ପାଇଁ ପରସ୍ପରକୁ ଦାୟୀ କରି ବିଜେପି ଏବଂ ବିଜେଡ଼ି ଭୁବନେଶ୍ୱର ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି) କାର୍ଯ୍ୟାଳୟ ବାହାରେ କଲେ ପ୍ରତିବାଦ ପ୍ରଦର୍ଶନ

ପଞ୍ଚାୟତ ନିର୍ବାଚନରେ ହିଂସା ପାଇଁ ପରସ୍ପରକୁ ଦାୟୀ କରି ବିଜେପି ଏବଂ ବିଜେଡ଼ି ଭୁବନେଶ୍ୱର ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି) କାର୍ଯ୍ୟାଳୟ ବାହାରେ କଲେ ପ୍ରତିବାଦ ପ୍ରଦର୍ଶନ

Read more

ପୌର ନିର୍ବାଚନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି | ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ବି ବିଜ୍ଞପ୍ତି। ବିଜ୍ଞପ୍ତି ଜରିଆରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଲେ ସରକାର | ୪୮ ପୌର ପରିଷଦ, ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ, ୩ ମହାନଗରରେ ହେବ ମତଦାନ |

ପୌର ନିର୍ବାଚନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି | ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ

Read more

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ନେଇ କୋଭିଡ୍ ଗାଇଡଲାଇନ୍ ; ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ଚିଠି, ଯେଉଁମାନେ ଗଣତିରେ ରହିବେ RT-PCR ନେଗେଟିଭ ରିପୋର୍ଟ ଦେବେ,ଗଣତିର ୪୮ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ ରିପୋର୍ଟ ଦେବେ, ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କୁ କେବଳ ମିଳିବ ଗଣତି ଅନୁମତି |

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ନେଇ କୋଭିଡ୍ ଗାଇଡଲାଇନ୍ ; ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ଚିଠି, ଯେଉଁମାନେ ଗଣତିରେ ରହିବେ RT-PCR ନେଗେଟିଭ

Read more

ଯାଜପୁର ଜିଲ୍ଲା ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବୁଥ୍ ରିଗିଂ ଖବର ସଂଗ୍ରହ ପାଇଁ ଯାଇଥିବା ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ

ଯାଜପୁର : ଚଳିତ ପଞ୍ଚାୟତ ନିର୍ବାଚନରେ ଖବର ସଂଗ୍ରହ ବେଳେ ପୁଣି ଥରେ ଆକ୍ରମଣର ଶିକାର ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‌ ଗ୍ରହଣ

Read more

ଯାଜପୁର କୋରେଇରେ ଗୋଳେଇପୁର ପଞ୍ଚାୟତ ସୋତି ୟୁଜିଏମଇ ସ୍କୁଲରେ ମତଦାନ ବେଳେ ବିଡିଓଙ୍କୁ ମାଡ଼ । ବୁଥ ଜବରଦଖଲ ଅଭିଯୋଗ, ୪ଟି ବୁଥରେ ମତଦାନ ବନ୍ଦ। 8, 9, 10 ଓ 11ନଂ ବୁଥରେ ଭୋଟ ବେଳେ ଦୁର୍ବୃତ୍ତଙ୍କ ଦ୍ବାରା ଗଣ୍ଡଗୋଳ । କୋରେଇ ବିଡିଓ ରଞ୍ଜନ ପରିଡ଼ାଙ୍କ ଉପରେ ଆକ୍ରମଣ |

ଯାଜପୁର କୋରେଇରେ ଗୋଳେଇପୁର ପଞ୍ଚାୟତ ସୋତି ୟୁଜିଏମଇ ସ୍କୁଲରେ ମତଦାନ ବେଳେ ବିଡିଓଙ୍କୁ ମାଡ଼ । ବୁଥ ଜବରଦଖଲ ଅଭିଯୋଗ, ୪ଟି ବୁଥରେ ମତଦାନ ବନ୍ଦ। 8,

Read more

ପଞ୍ଚାୟତ ନିର୍ବାଚନ ପାଇଁ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ଦିନ ସବୈତନିକ ଛୁଟି ପାଇଁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ | ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁହେବ ନିୟମ | କର୍ମଚାରୀଙ୍କ ଆବେଦନ ସତ୍ତ୍ବେ ଛୁଟି ନଦେଲେ ଅପରାଧ | ଆସନ୍ତା ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ |

ପଞ୍ଚାୟତ ନିର୍ବାଚନ ପାଇଁ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ଦିନ ସବୈତନିକ ଛୁଟି ପାଇଁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ | ଉଭୟ ସରକାରୀ ଓ ବେସରକାରୀ

Read more