ଡିସେମ୍ବର ପାଇଁ କୋଭିଡ୍‌ ଗାଇଡଲାଇନ ଆଣିଲେ ରାଜ୍ୟ ସରକାର: ନୂଆବର୍ଷ ଅବସରରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ, ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ ମନା କଲେ ସରକାର; ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ, ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ଜାଗାରେ ଜିରୋ ନାଇଟ ପାଳନ ମନା

ଗତ ବର୍ଷ ଭଳି ଏଥର ମଧ୍ୟ ଫିକା ପଡ଼ିବ ନୂଆ ବର୍ଷ। ରାଜ୍ୟରେ ଏଥର ସେଲିବ୍ରେସନ୍ ହେବନି ଜିରୋ ନାଇଟ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି

Read more

ସମ୍ବାଦପତ୍ର ହକର୍‌ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘେଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଜାଣନ୍ତୁ କଣ ମିଳିବ ସୁବିଧା

ସମ୍ବାଦପତ୍ର ହକର୍‌ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘେଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣାରେ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ସହାୟତା, ପ୍ରାକୃତିକ

Read more

ମମିତା ମେହେର ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ପୂର୍ବତନ ଜିଲ୍ଲା ଜଜ୍‌ ଏ.ବି.ଏସ୍‌. ନାଇଡୁ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ହାଇକୋର୍ଟ ଦେଲେ ନିର୍ଦେଶ । ତଦନ୍ତରେ ପାରଦର୍ଶିତା ପାଇଁ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ତଦନ୍ତ ପାଇଁ ଆବେଦନ କରିଥିଲେ

ମମିତା ମେହେର ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ପୂର୍ବତନ ଜିଲ୍ଲା ଜଜ୍‌ ଏ.ବି.ଏସ୍‌. ନାଇଡୁ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ହାଇକୋର୍ଟ ଦେଲେ

Read more

ସମ୍ବଲପୁର ବୁର୍ଲାର ଭିମସାରରେ ଆଉ ୧୦ ଜଣଙ୍କୁ କୋରୋନା । ୯ ଡାକ୍ତରୀ ଛାତ୍ରଛାତ୍ରୀ ଓ ଜଣେ କର୍ମଚାରୀ କୋଭିଡ ପଜିଟିଭ୍‌ ଚିହ୍ନଟ । ଭିମସାରରେ କୋଭିଡ ପଜିଟିଭ୍‌ ସଂଖ୍ୟା ୭୪କୁ ବୃଦ୍ଧି ।

ସମ୍ବଲପୁର ବୁର୍ଲାର ଭିମସାରରେ ଆଉ ୧୦ ଜଣଙ୍କୁ କୋରୋନା । ୯ ଡାକ୍ତରୀ ଛାତ୍ରଛାତ୍ରୀ ଓ ଜଣେ କର୍ମଚାରୀ କୋଭିଡ ପଜିଟିଭ୍‌ ଚିହ୍ନଟ । ଭିମସାରରେ କୋଭିଡ

Read more

5T ଅଧିନରେ ରାଜ୍ୟର ୬ଟି ଜିଲ୍ଲାର ୨୩୯ଟି ସ୍ମାର୍ଟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । VC ଯୋଗେ ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁଗୁଳରେ ୯୦, ଯାଜପୁରରେ ୬୪, ଢେଙ୍କାନାଳରେ ୪୧, ବରଗଡ଼ରେ ୨୨, କୋରାପୁଟରେ ୧୭, ଗଜପତି ଜିଲ୍ଲାର ୫ ହାଇସ୍କୁଲ ରୂପାନ୍ତରଣ ହୋଇଛି ।

5T ଅଧିନରେ ରାଜ୍ୟର ୬ଟି ଜିଲ୍ଲାର ୨୩୯ଟି ସ୍ମାର୍ଟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । VC ଯୋଗେ ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଅନୁଗୁଳରେ ୯୦, ଯାଜପୁରରେ

Read more

କଳାହାଣ୍ଡି ଭବାନୀପାଟଣା ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ବାଇକ୍‌ । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

କଳାହାଣ୍ଡି ଭବାନୀପାଟଣା ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ବାଇକ୍‌ । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

Read more

ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ ବିଧାନସଭା ଅଧିବେଶନ ସମୟରେ ମୋଟରଯାନ ଚଳାଚଳ ନିମନ୍ତେ କଟକଣା । ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି କଟକଣା ବିଧାନସଭା ସଲଗ୍ନ ରାସ୍ତା ପାଇଁ କାର୍ଯ୍ୟକାରୀ କରାଯିବ । ସୂଚନା ଜାରି କଲା ପୋଲିସ

ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ ବିଧାନସଭା ଅଧିବେଶନ ସମୟରେ ମୋଟରଯାନ ଚଳାଚଳ ନିମନ୍ତେ କଟକଣା । ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି କଟକଣା

Read more

ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କଲା OUAT: ବର୍ଷା ପୂର୍ବରୁ ୮୫% ପାଚି ଯାଇଥିବା ଧାନ କାଟି ଆଣିବାକୁ ପରାମର୍ଶ, କାଟି ଅମଳ ହେବା ପୂର୍ବରୁ ଓ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ, କଟା ଧାନକୁ ବେଙ୍ଗଳା କିମ୍ବା ସମ୍ଭବ ନହେଲେ ପଲିଥିନ ଘୋଡ଼ାଇ ରଖନ୍ତୁ

ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କଲା #OUAT: ବର୍ଷା ପୂର୍ବରୁ ୮୫% ପାଚି ଯାଇଥିବା ଧାନ କାଟି ଆଣିବାକୁ ପରାମର୍ଶ, କାଟି ଅମଳ ହେବା

Read more

ଆଜିଠୁ ଆରମ୍ଭ ହେବାକୁ ଥିବା ଡାକ୍ତରୀ ନାମଲେଖା ପ୍ରକ୍ରିୟା ସ୍ଥଗିତ | MBBS ଓ BDS ନାମଲେଖା ପାଇଁ କାଉନସେଲିଂକୁ ସ୍ଥଗିତ ରଖିଲା OJEE | ପରବର୍ତ୍ତୀ ବିଜ୍ଞପ୍ତି ଯାଏ ପଞ୍ଜୀକରଣକୁ ଘୁଞ୍ଚାଇଲେ OJEE ଅଧ୍ୟକ୍ଷ

ଆଜିଠୁ ଆରମ୍ଭ ହେବାକୁ ଥିବା ଡାକ୍ତରୀ ନାମଲେଖା ପ୍ରକ୍ରିୟା ସ୍ଥଗିତ | MBBS ଓ BDS ନାମଲେଖା ପାଇଁ କାଉନସେଲିଂକୁ ସ୍ଥଗିତ ରଖିଲା OJEE | ପରବର୍ତ୍ତୀ

Read more

ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭାର ଶୀତ ଅଧିବେଶନ। ପୂର୍ବାହ୍ନରେ ସାଢ଼େ ୧୦ରୁ ଦେଢ଼ଟା ଯାଏ ବସିବ ଅପରାହ୍‌ଣରେ ୪ଟାରୁ ୬ଟା ଯାଏ ଗୃହକାର୍ଯ୍ୟ, ଡିସେମ୍ବର ୧ରୁ ୩୧ ଅଧିବେଶନ । ପ୍ରଥମ ଦିନ ଅପରାହ୍‌ଣ ୫ଟାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ ।

ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭାର ଶୀତ ଅଧିବେଶନ। ପୂର୍ବାହ୍ନରେ ସାଢ଼େ ୧୦ରୁ ଦେଢ଼ଟା ଯାଏ ବସିବ

Read more