କେନ୍ଦ୍ରାପଡ଼ା: କୁମ୍ଭୀର ଗଣନା ପାଇଁ ଆଜି ଠାରୁ ୧୦ ଦିନ ବନ୍ଦ ରହିବ ଭିତରକନିକା | ଜାନୁଆରି ୧୧ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ |

କେନ୍ଦ୍ରାପଡ଼ା: କୁମ୍ଭୀର ଗଣନା ପାଇଁ ଆଜି ଠାରୁ ୧୦ ଦିନ ବନ୍ଦ ରହିବ ଭିତରକନିକା | ଜାନୁଆରି ୧୧ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ

Read more

ରାଜ୍ୟରେ ଦିନକରେ ଆଉ ୪୨୪ କୋରୋନା ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୫୫୬କୁ ବୃଦ୍ଧି, ସଂଗରୋଧରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫ ରୋଗୀ ଚିହ୍ନଟ । ୨ ହଜାର

Read more

ରାଜ୍ୟରେ ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ | ୨୦୧୫ ଜାନୁଆରିରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ୬ ବର୍ଷ ୧୧ ମାସ ପରେ ନିୟମିତ କଲା ଗଣଶିକ୍ଷା ବିଭାଗ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ |

ରାଜ୍ୟରେ ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ | ୨୦୧୫ ଜାନୁଆରିରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ୬ ବର୍ଷ ୧୧ ମାସ ପରେ

Read more

ଜାମ୍ମୁ ଓ କାଶ୍ମୀରର କଟ୍ରାରେ ମାତା ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟାରେ ୧୨ ମୃତ, ୨୦ ଗୁରୁତର ଆହତ | ଯାତ୍ରା ବନ୍ଦ, ଉଦ୍ଧାର କାର୍ଯ୍ୟ ଜାରି। ଗୁରୁତର ଆହତମାନେ ନାରାୟଣ ହସ୍ପିଟାଲରେ ଭର୍ତ୍ତି | ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ।

ଜାମ୍ମୁ ଓ କାଶ୍ମୀରର କଟ୍ରାରେ ମାତା ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟାରେ ୧୨ ମୃତ, ୨୦ ଗୁରୁତର ଆହତ | ଯାତ୍ରା ବନ୍ଦ, ଉଦ୍ଧାର କାର୍ଯ୍ୟ ଜାରି। ଗୁରୁତର

Read more

ଦେଶରେ ଚାରି ଦିନରେ ତିନି ଗୁଣ ବଢିଲା ସଂକ୍ରମଣ | ୨୪ ଘଣ୍ଟାରେ ୨୨ ହଜାର ୭୭୫ କୋରୋନା ଆକ୍ରାନ୍ତ ଚିହ୍ନଟ | ଦିନକରେ ଦେଶରେ ୪୦୬ କୋଭିଡ ରୋଗୀଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୪୮୬କୁ ବୃଦ୍ଧି, ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪ ହଜାର ୭୮୧ |

ଦେଶରେ ଚାରି ଦିନରେ ତିନି ଗୁଣ ବଢିଲା ସଂକ୍ରମଣ | ୨୪ ଘଣ୍ଟାରେ ୨୨ ହଜାର ୭୭୫ କୋରୋନା ଆକ୍ରାନ୍ତ ଚିହ୍ନଟ | ଦିନକରେ ଦେଶରେ ୪୦୬

Read more

ବସ୍ତିବାସିନ୍ଦାଙ୍କୁ ମାଗଣା ଜମି । ୫ଟି ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟର ମଞ୍ଜୁରି। ଆସନ୍ତା ୬ ମାସ ମଧ୍ୟରେ ସରିବ ସମ୍ପୂର୍ଣ୍ଣ କାମ | ଜମି ଅଧିକାର ଆଇନର ପରିସରଭୁକ୍ତ ହେଲେ ବସ୍ତି ବାସିନ୍ଦା । ୯୩୮ଟି ବସ୍ତିରେ ଥିବା ୧.୯୦ ଲକ୍ଷ ପରିବାର ହେବେ ଉପକୃତ |

ବସ୍ତିବାସିନ୍ଦାଙ୍କୁ ମାଗଣା ଜମି । ୫ଟି ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟର ମଞ୍ଜୁରି। ଆସନ୍ତା ୬ ମାସ ମଧ୍ୟରେ ସରିବ ସମ୍ପୂର୍ଣ୍ଣ କାମ | ଜମି

Read more

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ | ଉଚ୍ଚଶିକ୍ଷା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରି |

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ | ଉଚ୍ଚଶିକ୍ଷା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରି |

Read more

ରାଜ୍ୟରେ ଦିନକରେ ୨୨୮ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ରୋଗୀ ଚିହ୍ନଟ, ୨୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୨ ଜଣ, ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୮୩୪କୁ ବୃଦ୍ଧି, ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୪୪ ହଜାର ୫୯୪ରୋଗୀ, ୧ ହଜାର ୭୨୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

ରାଜ୍ୟରେ ଦିନକରେ ୨୨୮ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ରୋଗୀ ଚିହ୍ନଟ, ୨୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮

Read more

ଆଜିଠୁ ୩ ଦିନ ବନ୍ଦ ରହିବ ଚିଲିକାର କାଳିଜାଈ ପୀଠ | ପର୍ଯ୍ୟଟକଙ୍କୁ ନେଇ ପିକ୍‌ନିକ୍‌ ନ ଯିବା ପାଇଁ ଡଙ୍ଗା ଚାଳକଙ୍କୁ ତାଗିଦ କଲେ ତହସିଲଦାର, କୃଷ୍ଣପ୍ରସାଦ ଉଲ୍ଲାସ କୁମାର ସେଠୀଙ୍କ ସୂଚନ |

ଆଜିଠୁ ୩ ଦିନ ବନ୍ଦ ରହିବ ଚିଲିକାର କାଳିଜାଈ ପୀଠ | ପର୍ଯ୍ୟଟକଙ୍କୁ ନେଇ ପିକ୍‌ନିକ୍‌ ନ ଯିବା ପାଇଁ ଡଙ୍ଗା ଚାଳକଙ୍କୁ ତାଗିଦ କଲେ ତହସିଲଦାର,

Read more

ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ|ମହାରାଷ୍ଟ୍ର ପିମ୍ପ୍ରିର ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ନିକଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା | ସାମ୍ପୁଲ ପରୀକ୍ଷା ବେଳେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା |

ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ|ମହାରାଷ୍ଟ୍ର ପିମ୍ପ୍ରିର ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ନିକଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା | ସାମ୍ପୁଲ ପରୀକ୍ଷା ବେଳେ ସେ

Read more