ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାରେ ହାଇକୋର୍ଟଙ୍କ ଜବାବ ତଲବ| ସଂସ୍କୃତି ସଚିବ,ସଂସ୍କୃତି ନିର୍ଦ୍ଦେଶକଙ୍କ ସମେତ ସବୁ ପ୍ରତିପକ୍ଷଙ୍କୁ ଜବାବ ତଲବ,ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି |

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାରେ ହାଇକୋର୍ଟଙ୍କ ଜବାବ ତଲବ| ସଂସ୍କୃତି ସଚିବ,ସଂସ୍କୃତି ନିର୍ଦ୍ଦେଶକଙ୍କ ସମେତ ସବୁ ପ୍ରତିପକ୍ଷଙ୍କୁ ଜବାବ ତଲବ,ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ

Read more

ମମିତା ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସର ହଲ୍ଲାବୋଲ, ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ, ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲିଗଲେ, ପୁଲିସ ସହ ଧସ୍ତାଧସ୍ତି, କିଛି କର୍ମୀ ଗିରଫ |

ମମିତା ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସର ହଲ୍ଲାବୋଲ, ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ, ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ

Read more

କନ୍ନୁରରେ ହୋଇଥିବା ବିମାନ ଦୁର୍ଘଟଣାରେ ଗ୍ରୁପ କ୍ଯାପଟେନ ଏବେବି ଜୀବନ ସହ ସଙ୍ଘର୍ଷ କରୁଛନ୍ତି । ଏହି ସମୟରେ ତାଙ୍କ ଦ୍ୱାରା ଲିଖିତ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କନ୍ନୁରରେ ହୋଇଥିବା ବିମାନ ଦୁର୍ଘଟଣାରେ ଗ୍ରୁପ କ୍ଯାପଟେନ ଏବେବି ଜୀବନ ସହ ସଙ୍ଘର୍ଷ କରୁଛନ୍ତି । ଏହି ସମୟରେ ତାଙ୍କ ଦ୍ୱାରା ଲିଖିତ ଏକ ଚିଠି ସୋସିଆଲ

Read more

ବିଧାନସଭାରେ ପୁଣି ବିରୋଧୀଙ୍କ ହୋହଲ୍ଲା ଗୃହକୁ ୧୨ଟା ୧ ଯାଏ ଯାଏ ମୁଲତବୀ ରଖିଲେ ବାଚସ୍ପତି | ପୁନର୍ବାର ପ୍ଲା କାର୍ଡ ଦେଖାଇବା ସହ ଘଣ୍ଟ ପିଟିଲେ ବିରୋଧୀ ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି |

ବିଧାନସଭାରେ ପୁଣି ବିରୋଧୀଙ୍କ ହୋହଲ୍ଲା ଗୃହକୁ ୧୨ଟା ୧ ଯାଏ ଯାଏ ମୁଲତବୀ ରଖିଲେ ବାଚସ୍ପତି | ପୁନର୍ବାର ପ୍ଲା କାର୍ଡ ଦେଖାଇବା ସହ ଘଣ୍ଟ ପିଟିଲେ

Read more

ବିଧାନସଭାରେ ଆଜି ବି ବିରୋଧୀଙ୍କ ହୋହଲ୍ଲା, ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଲେ ବାଚସ୍ପତି, ପ୍ଲା କାର୍ଡ ଦେଖାଇବା ସହ ଘଣ୍ଟ ପିଟିଲେ ବିରୋଧୀ |

ବିଧାନସଭାରେ ଆଜି ବି ବିରୋଧୀଙ୍କ ହୋହଲ୍ଲା, ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଲେ ବାଚସ୍ପତି, ପ୍ଲା କାର୍ଡ ଦେଖାଇବା ସହ ଘଣ୍ଟ ପିଟିଲେ ବିରୋଧୀ |

Read more

ରାଜ୍ୟରେ କୋରୋନା ନେଲା ଆଉ ୩ ଜଣଙ୍କ ଜୀବନ, ଖୋର୍ଦ୍ଧାରୁ ୨ ଜଣ ଓ ବରଗଡ଼ରୁ ଜଣେ ଲେଖାଏଁ ମୃତ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୪୩୧କୁ ବୃଦ୍ଧି |

ରାଜ୍ୟରେ କୋରୋନା ନେଲା ଆଉ ୩ ଜଣଙ୍କ ଜୀବନ, ଖୋର୍ଦ୍ଧାରୁ ୨ ଜଣ ଓ ବରଗଡ଼ରୁ ଜଣେ ଲେଖାଏଁ ମୃତ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୮

Read more

ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ବିଭିନ୍ନ ବିଷୟରେ ୨୫୭ଟି ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ପଦବୀ ରହିଥିବା ବେଳେ ଏଥିରୁ ୧୨୬ଟି ପଦବୀ ଖାଲି ପଡ଼ିଛି । ମୋଟାମୋଟି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଖାପାଖି ଅଧା ଶିକ୍ଷକ ପଦବୀ ଖାଲି ରହିଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ବିଭିନ୍ନ ବିଷୟରେ ୨୫୭ଟି ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ପଦବୀ ରହିଥିବା ବେଳେ ଏଥିରୁ ୧୨୬ଟି ପଦବୀ ଖାଲି ପଡ଼ିଛି । ମୋଟାମୋଟି ଭାବେ

Read more

ରାଜ୍ୟରେ ଦିନକରେ ଆଉ ୨୮୬ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୮ ରୋଗୀ ଚିହ୍ନଟ, ୨୮୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୦ ଜଣ. ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର ୨୪୧କୁ ବୃଦ୍ଧି |

ରାଜ୍ୟରେ ଦିନକରେ ଆଉ ୨୮୬ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୮ ରୋଗୀ ଚିହ୍ନଟ, ୨୮୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮

Read more

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିର ୨୦ ଦିନ ପରେ କୃଷକ ଆନ୍ଦୋଳନ ପ୍ରତ୍ୟାହୃତ |କୃଷକଙ୍କ ସମସ୍ତ ଦାବି ମାନିନେଲେ କେନ୍ଦ୍ର ସରକାର, MSP ଉପରେ ଏକ କମିଟି ଗଠନ କରିବେ ସରକାର । ଚାଷୀଙ୍କ ଉପରେ ଲଗିଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରାଯିବ, ଆସନ୍ତା ୧୧ରେ ଦିଲ୍ଲୀ ସୀମାରୁ ଘରକୁ ଫେରିବେ ଚାଷୀ ।

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିର ୨୦ ଦିନ ପରେ କୃଷକ ଆନ୍ଦୋଳନ ପ୍ରତ୍ୟାହୃତ |କୃଷକଙ୍କ ସମସ୍ତ ଦାବି ମାନିନେଲେ କେନ୍ଦ୍ର ସରକାର, MSP ଉପରେ ଏକ କମିଟି ଗଠନ କରିବେ

Read more

ମମିତା ହତ୍ୟା ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ, ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିରାଟ ରାଲି ବାହାର କଲା ଦଳ । ଭୁବନେଶ୍ବର ଜିଲ୍ଲା ବିଜେପି, ମହିଳା ମୋର୍ଚ୍ଚା ସମେତ ରାଜ୍ୟର କିଛି ନେତା ସାମିଲ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ସହ CBI ତଦନ୍ତ ଦାବି କଲା ଦଳ ।

ମମିତା ହତ୍ୟା ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ, ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିରାଟ ରାଲି ବାହାର କଲା ଦଳ । ଭୁବନେଶ୍ବର ଜିଲ୍ଲା ବିଜେପି,

Read more