କେନ୍ଦୁଝର: ଅନିର୍ଦିଷ୍ଟ କାଳ ପାଇଁ ଚମ୍ପୁଆ ବନ୍ଦ | କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ପ୍ରଶାସନ ଜମି ଯୋଗାଇ ନଦେବାରୁ ପ୍ରତିବାଦ, ଚମ୍ପୁଆ ବନ୍ଦ ଡାକରା ଦେଲା ଚମ୍ପୁଆ ବିକାଶ ପରିଷଦ । ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ଯାନବାହାନ ଚଳାଚଳ ବନ୍ଦ, ଚମ୍ପୁଆରେ ବନ୍ଦ ରହିଛି ସମସ୍ତ ଦୋକାନ ବଜାର ।

Leave a Reply

Your email address will not be published. Required fields are marked *