ଆସନ୍ତା ବୁଧବାର ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶ | ଆଜି ନୀତି ପାଇଁ ଅନୁମତି ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଅନୁରୋଧ କରିଥିଲେ ସେବାୟତ | ଦତ୍ତ ମହାପାତ୍ର ସେବାୟତ ସଞ୍ଜୟ ଦତ୍ତ ମହାପାତ୍ରଙ୍କ ସୂଚନା |

Leave a Reply

Your email address will not be published. Required fields are marked *