ପୁରୀ ସଂସ୍କୃତି ଭବନରେ ଆର୍ଟ ଗ୍ୟାଲେରୀକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭର୍ଚୁଆଲରେ ଆର୍ଟ ଗ୍ୟାଲେରୀକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୬ଟି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ଏଭଳି ଅତ୍ୟାଧୁନିକ ଆର୍ଟ ଗ୍ୟାଲେରୀ କରାଯାଇଛି । ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ, କୋରାପୁଟରେ ହେବ ଆର୍ଟ ଗ୍ୟାଲେରୀ ।

Leave a Reply

Your email address will not be published. Required fields are marked *