ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଅଶୋକ ଉପାଧ୍ୟାୟ କୋର୍ଟରେ ହାଜର । ଡାକ୍ତରୀ ପରୀକ୍ଷା ପରେ ଅଶୋକ ଉପାଧୟଙ୍କୁ ଗ୍ରାମ୍ୟ ନ୍ୟାୟାଳୟ କୋର୍ଟରେ ହାଜର | ଅଶୋକଠାରୁ କ୍ରାଇମବ୍ରାଞ୍ଚ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା |

Leave a Reply

Your email address will not be published. Required fields are marked *