ଦେଶରେ କୋଇଲା ସଙ୍କଟ, ଟ୍ରେନ୍ ସେବା ଉପରେ ପ୍ରଭାବ । ପାଖାପାଖି ୬୭୦ ଟ୍ରେନ ରଦ୍ଦ କଲା ରେଳ ମନ୍ତ୍ରାଳୟ | ମେ ୨୪ ପର୍ଯ୍ୟନ୍ତ ମେଲ୍, ଏକ୍ସପ୍ରେସ, ପାସେଞ୍ଜର ଟ୍ରେନ୍ ବାତିଲ । ବାତିଲ ଟ୍ରେନ୍ ମଧ୍ୟରେ ରହିଛି ୫ଶହରୁ ଅଧିକ ଦୂରଗାମୀ ଟ୍ରେନ | କୋଇଲା ଯୋଗାଣକୁ ତ୍ବରିତ କରିବାକୁ ମନ୍ତ୍ରାଳୟର ନିଷ୍ପତ୍ତି |

Leave a Reply

Your email address will not be published. Required fields are marked *