ମନୀଷ ହତ୍ୟା ମାମଲାରେ ଗିରଫ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମନୀଷ ହତ୍ୟା ମାମଲା: ଗିରଫ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | କଳ୍ପନାରେ ଥିବା ସରକାରୀ ବାସଭବନ ଏବଂ ସାଉଥ ସିଟି ବାର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି । ୨ DSP, ୫ ଇନ୍‌ସପେକ୍ଟର ଚଢ଼ାଉରେ ସାମିଲ

Leave a Reply

Your email address will not be published. Required fields are marked *