ରାଜ୍ୟରେ ଦିନକରେ ଆଉ ୪୭୧୪ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି | ସଂଗରୋଧରୁ ୨୭୫୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୫୯ ରୋଗୀ ଚିହ୍ନଟ, ୪୭୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୧୬ ଜଣ | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ କୋରୋନା ଆକ୍ରାନ୍ତ ଚିହ୍ନଟ | ସୁନ୍ଦରଗଡ଼ ୬୬୨, ସମ୍ବଲପୁର ୪୩୭, କଟକ ୩୬୦, ଝାରସୁଗୁଡ଼ା ୧୫୪
ବାଲେଶ୍ବର ୧୨୩, ପୁରୀ ୧୧୯, ମୟୂରଭଞ୍ଜ ୧୧୩, ବଲାଙ୍ଗିର , ୯୯ ୧୬ ହଜାର ୧୧୭ ଜଣ ରୋଗୀ ଏବେ ବି ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *