ବିଧାନସଭା ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ

ବିଧାନସଭା ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ | ବିଧାନସଭା ବାଚସ୍ପତିଙ୍କୁ ପ୍ରଦାନ କଲେ ଇସ୍ତଫାପତ୍ର | ରଜନୀକାନ୍ତଙ୍କୁ ମିଳିପାରେ ସାଙ୍ଗଠନିକ ଦାୟିତ୍ୱ | ୨୦୧୯ରୁ ଏଯାଏଁ ଉପ ବାଚସ୍ପତି ଦାୟିତ୍ୱରେ ଥିଲେ ରଜନୀକାନ୍ତ | ୨୦୦୪ରୁ ଲଗାତାର ଅନୁଗୁଳରୁ ଜିତିଆସୁଛନ୍ତି ରଜନୀକାନ୍ତ | ୨୦୧୨-୨୦୧୪ ଯାଏ ଖଣି ମନ୍ତ୍ରୀ ଥିଲେ ରଜନୀକାନ୍ତ | ପରବର୍ତ୍ତୀ ଉପବାଚସ୍ପତି କିଏ ହେବ ବଢିଲା ଚର୍ଚ୍ଚା |

Leave a Reply

Your email address will not be published. Required fields are marked *