ରାଜ୍ୟରେ ଦିନକରେ ଆଉ ୩ ହଜାର ୬୨୯ ଜଣ କୋରାନା ପଜିଟିଭ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୨,୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧,୫୧୪ ରୋଗୀ ଚିହ୍ନଟ | ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୧୫ ଜଣ | ସୁସ୍ଥ ହେଲେଣି ୧୨ ଲକ୍ଷ ୧୫ ହଜାର ୩୮୦ ଜଣ ରୋଗୀ | ୩୫ ହଜାର ୩୦୬ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *