ଆଜି ରାଜ୍ୟ ନିର୍ବାଚନ କମିସନରଙ୍କ ବୈଠକ ; ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳ ଏବଂ SPଙ୍କ ସହ VC ଯୋଗେ ବୈଠକ

ଆଜି ସକାଳ ୧୦ଟା ୩୦ରେ ରାଜ୍ୟ ନିର୍ବାଚନ କମିସନରଙ୍କ ବୈଠକ । ସବୁ ଜିଲ୍ଲାପାଳ ଏବଂ SPଙ୍କ ସହ VC ଯୋଗେ ବୈଠକ କରିବେ SEC ।
ଆଗାମୀ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ କରିବା ନେଇ ହେବ ଆଲୋଚନା । ନିର୍ବାଚନକୁ ଅବାଧ, ସ୍ବଚ୍ଛ ଓ ନିରାପଦ ପରିଚାଳନା କରିବା ନେଇ ବି ହେବ ଆଲୋଚନା

Leave a Reply

Your email address will not be published. Required fields are marked *