ରାଜ୍ୟରେ ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂଗରୋଧରୁ ୭୩, ଲୋକାଲ କେସ ୫୫ ରହିଛି | ୧୨୮ ନୂଆ ପଜିଟିଭଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ୨୨ ଜଣ | ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୬୧୫ କୁ ବୃଦ୍ଧି |

Leave a Reply

Your email address will not be published. Required fields are marked *