କେନ୍ଦ୍ରାପଡ଼ା ପାଟକୁରା ଥାନା ତେଣ୍ଡାକୁଡା ଗାଁରେ ବିଳମ୍ବିତ ରାତିରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ | ଅଭିଯୁକ୍ତ ସୟଦ ମନ୍ନାନ ଅଲ୍ଲୀକୁ ଅଟକ ରଖି ତଦନ୍ତ କରୁଛି ପାଟକୁରା ପୋଲିସ । ପାରିବାରିକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା |

Leave a Reply

Your email address will not be published. Required fields are marked *