ରାଜ୍ୟରେ ଦିନକରେ ଆଉ ୫୨୯ କୋରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୬ ଜଣଙ୍କ ଜୀବନ ନେଲା କୋରୋନା

ରାଜ୍ୟରେ ଦିନକରେ ଆଉ ୫୨୯ କୋରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୬ ଜଣଙ୍କ ଜୀବନ ନେଲା କୋରୋନା
ସଂଗରୋଧରୁ ୩୦୮ ଓ ସ୍ଥାନୀୟ ଅଞ୍ଚଳରୁ ୨୨୧ ରୋଗୀ ଚିହ୍ନଟ
୫୨୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୨ ଜଣ
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୭୩କୁ ବୃଦ୍ଧି

ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କୋରୋନା
ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮୨୬୧କୁ ବୃଦ୍ଧି
ଖୋର୍ଦ୍ଧାରୁ ୨ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ ଯାଜପୁରରୁ ଜଣେ ଲେଖାଏଁ ମୃତ

Leave a Reply

Your email address will not be published. Required fields are marked *