ଡିସେମ୍ବର ୧ରୁ ଭୁବନେଶ୍ବରରୁ ଗୋଆକୁ ସବୁଦିନ ସିଧାସଳଖ ବିମାନ ସେବା ଯୋଗାଇବ ଇଣ୍ଡିଗୋ | ନଭେମ୍ବର ୨ରୁ ଭୁବନେଶ୍ବରରୁ ଜୟପୁରକୁ ସିଧାସଳଖ ଉଡିବ ବିମାନ, ଇଣ୍ଡିଗୋ ବିମାନ ସପ୍ତାହକୁ ୩ ଦିନ ଉଡ଼ିବ । ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆଙ୍କ ସୂଚନା ।

Leave a Reply

Your email address will not be published. Required fields are marked *