ଆନ୍ଦୋଳନ ନା ରେ ଡ଼୍ରାଇଭର ମହାସଂଘର ଓଡିଆ ଐତିହ କୁ ଅପମାନ ର ବିରୋଧ କଲା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍

ଭୁବନେଶ୍ଵର : ଗତ ଦୁଇ ଦିନ ତଳେ ଆନ୍ଦୋଳନ ନା ରେ ରାଜଧାନୀର ପରିଚୟ ଓ ଐତିହ୍ୟ ଘୋଡ଼ା ଉପରେ ଚଢ଼ି ଯେଉଁ ଭଳି ଭାବରେ ଅସମ୍ମାନିତ କରାଗଲା ତାହା କେବେହେଲେ ଗ୍ରହଣଯୋଗ୍ୟ ନୁହେଁ । ଓଡ଼ିଶାର କଳା ସଂସ୍କୃତି ଓ ଐତିହ୍ୟ କୁ ଅପମାନିତ କରି ଓଡ଼ିଶାର ପରିଚୟକୁ ନଷ୍ଟ କରିବା ଓ ଏହା ଓଡ଼ିଆ ଜାତି ଉପରେ ଆକ୍ରମଣ ବୋଲି ଧରିନେବକୁ ହେବ । ତେଣୁ ଓଡ଼ିଆ ହିସାବରେ ଆମ ପ୍ରାଚୀନ ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆମ ଦାୟିତ୍ଵ। ଏହି ଦାୟିତ୍ବ ନିର୍ବାହ ପାଇଁ ଆଜି ସନ୍ଧ୍ୟା ସମୟରେ ଓଡିଶା ଡ୍ରାଇଭର ମହାସଂଘ ବିରୋଧରେ ଏକ ପ୍ରତିବାଦ ସଭା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ପକ୍ଷରୁ କରାଯାଇଛି । ଥାନାରେ ମାମଲା ଦାୟର କରିବା ସହିତ ଓଡ଼ିଶାର ଡ୍ରାଇଭର ମହାସଂଘ ନିସର୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବିକରି ମାଷ୍ଟର କ୍ୟାଣ୍ଟିନ ଠାରେ ପ୍ରତିବାଦ ସଭାଆୟୋଜନ ହୋଇଯାଇଛି ।

Leave a Reply

Your email address will not be published. Required fields are marked *