ରାଜ୍ୟରେ ଆଉ ୬ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ କୋରୋନା

ରାଜ୍ୟରେ କଟକରୁ ୨ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏଁ ମୃତ । କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୫୦୭କୁ ବୃଦ୍ଧି ।

Leave a Reply

Your email address will not be published. Required fields are marked *