ୟୁକ୍ରେନରେ ପାଖାପାଖି ୨୦ ହଜାର ଭାରତୀୟ ଫସିଛନ୍ତି । ୨୪ ଫେବୃଆରି ସୁଦ୍ଧା ୪ ହଜାର ଭାରତୀୟଙ୍କୁ ଫେରାଇ ଆଣିଛି ଭାରତ, ଗତକାଲି ସୁଦ୍ଧା ୨ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ଫେରି ଆସିଛନ୍ତି । ବାକି ଭାରତୀୟଙ୍କୁ ହଙ୍ଗେରୀ, ସ୍ଲୋଭାକିଆ, ମୋଲଡୋଭା ଦେଇ ଅଣାଯିବ: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୂରଲିଧରନ୍

Leave a Reply

Your email address will not be published. Required fields are marked *