ଗଛରୁ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ମୟୂରଭଞ୍ଜ ବେତନଟୀ ଥାନା ଧାନଶୋଳ ଗାଁ କେନାଲ ନିକଟରୁ ମୃତଦେହ ଉଦ୍ଧାର। ଉଭୟ ସମ୍ପର୍କରେ ଭାଇ-ଭଉଣୀ ହୋଇଥିବା ସୂଚନା। ମୃତ୍ୟୁର କାରଣ ଅସ୍ପଷ୍ଟ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ

Leave a Reply

Your email address will not be published. Required fields are marked *