ରାଜ୍ୟ ବାର୍‌ କାଉନସିଲ ନିର୍ବାଚନ , ୬ ସପ୍ତାହ ମଧ୍ୟରେ ସାରିବାକୁ ନିର୍ଦେଶ ଦେଲେ ହାଇକୋର୍ଟ |

ପୂର୍ବ ଭୋଟର ତାଲିକାରେ ନିର୍ବାଚନ କରିବାକୁ ନିର୍ଦେଶ, ୨୦୧୮ରୁ ବାର୍‌ କାଉନସିଲ୍‌ର ଅବଧି ଶେଷ ହୋଇଛି । ନିର୍ବାଚନ ନେଇ ପିଟିସନ ଦାଏର କରିଥିଲେ ପୂର୍ବତନ ଅଧକ୍ଷ ଚିନ୍ମୟ ମହାନ୍ତି |

Leave a Reply

Your email address will not be published. Required fields are marked *