ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ; ଶାହି ଇଦଗାହ ମସଜିଦ କମ୍ପ୍ଲେକ୍ସ ସର୍ଭେକୁ ମିଳିଲା ଅନୁମତି

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଶାହି ଇଦଗାହ ମସଜିଦ କମ୍ପ୍ଲେକ୍ସ ସର୍ଭେକୁ ମିଳିଲା ଅନୁମତି। ଆଜି ବିଚାର କରି ଏ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଥିବା ଶାହି ଇଦଗାହ କମ୍ପ୍ଲେକ୍ସର ଯାଞ୍ଚ ପାଇଁ ହାଇକୋର୍ଟ ଅନିମତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *