କଟକ ବୋର୍ଡ କାର୍ଯ୍ୟାଳୟରେ ଶତାଧିକ OTET ପରୀକ୍ଷାର୍ଥୀଙ୍କ ଧାରଣା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ ଆଗରେ ଧାରଣା, OTET ପରୀକ୍ଷା ଦେବାକୁ ଥିବା ଶତାଧିକ ପିଲାଙ୍କ ଧାରଣା, ୨୦୨୩ ମସିହାର OTET ପରୀକ୍ଷା ଶୀଘ୍ର କରାଇବାକୁ ଦାବି, ଜୁନିୟର ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ OTET ପରୀକ୍ଷାର୍ଥୀଙ୍କୁ ସୁଯୋଗ ଦାବି |

Leave a Reply

Your email address will not be published. Required fields are marked *