ଓଡ଼ିଶାରେ ପଶ୍ଚିମା ଝଡ଼ର ପ୍ରଭାବରେ ଆଜି ଠାରୁ ବଢିବ ରାତିର ତାପମାତ୍ରା, କମିବ ଶୀତ | ବଙ୍ଗୋପସାଗରରୁ ବହିବ ଉଷ୍ମ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ , ୩ରୁ ୫ ଡିଗ୍ରୀ ଯାଏ ବଢ଼ିବ ରାତିର ତାପମାତ୍ରା | ୪ ଓ ୫ ତାରିଖରେ ରାଜ୍ୟରେ ବର୍ଷା ପରିମାଣ ଏବଂ ବିସ୍ତୃତିରେ ବୃଦ୍ଧି।

Leave a Reply

Your email address will not be published. Required fields are marked *