ଭାରତର ହରନାଜ କୌର ସାନ୍ଧୁ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ, ବିଶ୍ବର ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ୨୧ ବର୍ଷୀୟା ହରନାଜ | ୨୧ ବର୍ଷ ପରେ ଭାରତୀୟ ଭାବେ ପିନ୍ଧିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ, ୨୦୦୦ ମସିହାରେ ଲାରା ଦତ୍ତ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ

Leave a Reply

Your email address will not be published. Required fields are marked *