ଆସନ୍ତା ୨୭ରେ ନୂଆଦିଲ୍ଲୀରେ ନିତି ଆୟୋଗର ସାଧାରଣ ପରିଷଦ ବୈଠକ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତା ୨୭ରେ ନୂଆଦିଲ୍ଲୀରେ ନିତି ଆୟୋଗର ସାଧାରଣ ପରିଷଦ ବୈଠକ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶାର ପୂର୍ବ ଦାବିକୁ ମୁଖ୍ୟମନ୍ତ୍ରୀ ପୁନର୍ବାର ଦୋହରାଇବେ । ଏହାସହ ରାଜ୍ୟର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।

Leave a Reply

Your email address will not be published. Required fields are marked *