ଆସନ୍ତାକାଲି ମକର ଉତ୍ସବ ପାଇଁ ବନ୍ଦ ରହିବ ମାଆ କାଳିଜାଇଙ୍କ ପୀଠ,

ଚିଲିକା: କୋରୋନା, ଓମିକ୍ରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ | ପର୍ଯ୍ୟଟକଙ୍କୁ ନେଇ ପିକ୍‌ନିକ୍‌ ନ ଯିବା ପାଇଁ ଡଙ୍ଗା ଚାଳକଙ୍କୁ ନିର୍ଦେଶ ,
କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ ସେଠୀଙ୍କ ସୂଚନା .ଆସନ୍ତାକାଲି ମକର ଉତ୍ସବ ପାଇଁ ବନ୍ଦ ରହିବ ମାଆ କାଳିଜାଇଙ୍କ ପୀଠ ଏବଂ ସିରୁଳି ମହାବୀର ମନ୍ଦିରରେ ମଧ୍ୟ ଆସନ୍ତାକାଲି ସକାଳୁ ଜାରି ହେବ୧୪୪ ଧାରା , ମକର ସଂକ୍ରାନ୍ତିରେ ଗହଳି ରୋକିବା ପାଇଁ କଟକଣା |

Leave a Reply

Your email address will not be published. Required fields are marked *