କାଲି ଠାରୁ ୩୦୯୩ କେନ୍ଦ୍ରରେ ମାଟ୍ରିକ୍‌ ସମେଟିଭ୍‌-୧ ପରୀକ୍ଷା

୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ OMR ସିଟ୍‌ରେ ଦେବେ ପରୀକ୍ଷା । ୩୧୧ ନୋଡାଲ କେନ୍ଦ୍ରକୁ ପଠାଯାଇଛି ପ୍ରଶ୍ନପତ୍ର । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା କରିଛି ବୋର୍ଡ | ୬୨ଟି ଜିଲ୍ଲା ସ୍ତରୀୟ ଓ ୪୦ଟି କେନ୍ଦ୍ରୀୟ ସ୍କ୍ବାଡ ବ୍ୟବସ୍ଥା। କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ କେହି ରଖିପାରିବେନି ମୋବାଇଲ୍‌ ଫୋନ। ସ୍କ୍ବାଡ ସଦସ୍ୟ ଅଧୀକ୍ଷକଙ୍କୁ ମୋବାଇଲ ଦେଇ କେନ୍ଦ୍ରକୁ ଯିବେ। ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା, ପ୍ରତିଦିନ କେନ୍ଦ୍ରକୁ ବିଶୋଧନ କରାଯିବ, କୋଭିଡ ନିୟମ ପାଳିବାକୁ ବାଧ୍ୟତାମୂଳ |

Leave a Reply

Your email address will not be published. Required fields are marked *