ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୧କୁ ବୃଦ୍ଧି , ଦିନକରେ ଆଉ ୧୨୪ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୭୫ ଓ ସ୍ଥାନୀୟ ଅଞ୍ଚଳରୁ ୪୯ ରୋଗୀ ଚିହ୍ନଟ, ୧୨୪ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୧୭ ଜଣ | ଖୋର୍ଦ୍ଧା ୬୧, କଟକ ୮, ବରଗଡ଼ ୬ ଓ ଝାରସୁଗୁଡ଼ାରେ ୫ ପଜିଟିଭ୍‌ | ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୪୩ ହଜାର ୬୦୧ ଜଣ ରୋଗୀ, ୧ ହଜାର ୬୬୪ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୧କୁ ବୃଦ୍ଧି , ଦିନକରେ ଆଉ ୧୨୪ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୭୫ ଓ ସ୍ଥାନୀୟ ଅଞ୍ଚଳରୁ ୪୯ ରୋଗୀ ଚିହ୍ନଟ, ୧୨୪ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୧୭ ଜଣ | ଖୋର୍ଦ୍ଧା ୬୧, କଟକ ୮, ବରଗଡ଼ ୬ ଓ ଝାରସୁଗୁଡ଼ାରେ ୫ ପଜିଟିଭ୍‌ ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୪୩ ହଜାର ୬୦୧ ଜଣ ରୋଗୀ, ୧ ହଜାର ୬୬୪ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *