କୋଇଲା ଚୁଲାରେ କେହି ରେଷେଇ କରି ପାରିବେନି ; ପରିବେଶ ପ୍ରଦୂଷଣ କରୁଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି ବିଏମ୍‌ସି । ଏହି କ୍ରମରେ ଆଜି ଷ୍ଟେସନ ଅଞ୍ଚଳରେ ଥିବା କସ୍ତୁରି ରେସ୍ତୋରାଁକୁ ବିଏମ୍‌ସି ସିଲ୍‌ କରିଛି।

Leave a Reply

Your email address will not be published. Required fields are marked *