ପୌର ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ପୌର ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୨ରୁ ୭ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହୋଇପାରିବ । ୯ରେ ନାମାଙ୍କନ ପତ୍ର ଯାଞ୍ଚ ହେବ ।
ମାର୍ଚ୍ଚ ୨୪ରେ ଭୋଟ୍‌ ଗ୍ରହଣ ହେବ । ୨୬ରେ ଭୋଟ ଗଣତି କରାଯିବ । ଏଥର ପ୍ରଥମ ଥର ପାଇଁ ଅଧ୍ୟକ୍ଷ-ମେୟର ସିଧାସଳଖ ନିର୍ବାଚିତ ହେବେ । ୧୦୬ଟି ପୌର ସଂସ୍ଥା ଓ ୩ ମହାନଗର ନିଗମରେ ହେବ ମତଦାନ । ଅଦାଲତି କାରଣ ଯୋଗୁଁ ଏଥର ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବ ନାହିଁ ।

Leave a Reply

Your email address will not be published. Required fields are marked *