ପୁରୀରୁ ବ୍ରାଉନସୁଗାର ମାଫିଆ ଫିରୋଜ ଖାନ୍‌ ସହ ଅନ୍ୟ ୩ ସହଯୋଗୀ ଗିରଫ,୩୫୯ ଗ୍ରାମ ବ୍ରାଉନସୁଗାର ଜବତ | ୧୭ ହଜାର ଟଙ୍କା, ୩ଟି ବାଇକ, ୫ଟି ମୋବାଇଲ ଜବତ । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୬ ଲକ୍ଷ ଟଙ୍କା ହୋଇଥିବା ସୂଚନା ଦେଲେ ପୁରୀ ଏସ୍‌ପି କନୱର ବିଶାଳ ସିଂ |

Leave a Reply

Your email address will not be published. Required fields are marked *