ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟର ଓପନିଂ ବେଲ୍‌ ବାଜାଇବା ସହ ନିବେଶକାରୀଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରିତ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟର ଓପନିଂ ବେଲ୍‌ ବାଜାଇବା ସହ ନିବେଶକାରୀଙ୍କୁ Odisha ରେ ନିବେଶ ପାଇଁ ଆମନ୍ତ୍ରିତ କରିଛନ୍ତି ।

ପ୍ରାକୃତିକ ସମ୍ପଦ ଭରା ଓଡ଼ିଶାର ସରଳ ଶିଳ୍ପନୀତି, ସିଙ୍ଗିଲ ୱିଣ୍ଡୋରେ ମିଳୁଥିବା ସୁବିଧାର ଲାଭ ଉଠାଇବାକୁ ନିବେଶକଙ୍କୁ କରିଛନ୍ତି ନିବେଦନ ।

Leave a Reply

Your email address will not be published. Required fields are marked *