ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ | ବିନା ଅନୁମତିରେ ଫଳ ପ୍ରକାଶ ନ କରିବାକୁ OPSCକୁ ନିର୍ଦ୍ଦେଶ, ଚୟନ ପ୍ରକ୍ରିୟା ଜାରି ରହିଲେ ବି ଫଳ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ | ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି |

ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ବିନା ଅନୁମତିରେ ଫଳ ପ୍ରକାଶ ନ କରିବାକୁ OPSCକୁ ନିର୍ଦ୍ଦେଶ, ଚୟନ ପ୍ରକ୍ରିୟା ଜାରି ରହିଲେ ବି ଫଳ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ | ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି |

Leave a Reply

Your email address will not be published. Required fields are marked *