ଦେଶରେ 5G ସେବାର ହେଲା ସଫଳ ପରୀକ୍ଷଣ, ପ୍ରଥମ ଥର ପାଇଁ ଆଇଆଇଟି ମାଡ୍ରାସରେ ହେଲା ପରୀକ୍ଷଣ

ଦେଶରେ 5G ସେବାର ହେଲା ସଫଳ ପରୀକ୍ଷଣ, ପ୍ରଥମ ଥର ପାଇଁ ଆଇଆଇଟି ମାଡ୍ରାସରେ ହେଲା ପରୀକ୍ଷଣ | କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଲେ ପରୀକ୍ଷା । ଉଭୟ ଭଏସ୍ ଓ ଭିଡିଓ କଲ୍ କରି ପରୀକ୍ଷା କଲେ ଆଇଟି ମନ୍ତ୍ରୀ । ଭାରତରେ ଡେଭଲପ୍ ହୋଇଛି ସଂପୂର୍ଣ୍ଣ ନେଟୱର୍କ ।

Leave a Reply

Your email address will not be published. Required fields are marked *