କାଲି ଦିନ ୧୧ଟାରେ ଶପଥ ନେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌ଙ୍କ ୧୦ ଜଣିଆ ମନ୍ତ୍ରୀମଣ୍ଡଳ

କାଲି ଶପଥ ନେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌ଙ୍କ ମନ୍ତ୍ରିମଣ୍ଡଳ, ଚଣ୍ଡୀଗଡ଼ରେ ଦିନ ୧୧ଟାରେ ଶପଥ ନେବେ ୧୦ ଜଣ ମନ୍ତ୍ରୀ । ଅପରାହ୍‌ଣ ୧୨ଟା ୩୦ରେ ହେବ ନୂଆ କ୍ୟାବିନେଟ୍‌ର ପ୍ରଥମ ବୈଠକ । ୧୦ ମନ୍ତ୍ରୀ-ହରପାଲ ସିଂହ ଚିମା, ବଲଜିତ କୌର, ହରଭଜନ ସିଂହ, ବିଜୟ ସିଙ୍ଗଲା, ଗୁରମିତ ସିଂହ ହାୟର, ହରଜୋତ ସିଂହ ବେନ୍ସ, ଲାଲଚାନ୍ଦ କତରୁଚକ, କୁଳଦୀପ ସିଂହ ଧଲିୱାଲ, ଲାଲଜିତ ସିଂହ ଭୁଲ୍ଲାର ଓ ବ୍ରହ୍ମ ଶଙ୍କର ଜିମ୍ପା

Leave a Reply

Your email address will not be published. Required fields are marked *