ଭୁବନେଶ୍ୱରରେ ଆଜି ପୁଣି ବଢ଼ିଲା ଇନ୍ଧନ ଦର ; ୩୬ ପଇସା ବୃଦ୍ଧି ପାଇ ପେଟ୍ରୋଲ୍‌ ମୂଲ୍ୟ ୧୦୯.୬୧ରେ ପହଞ୍ଚିଲା

ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ଲିଟରପିଛା ୩୬ ପଇସା ବୃଦ୍ଧି ପାଇ ମୂଲ୍ୟ ୧୦୯.୬୧ରେ ପହଞ୍ଚିଛି । ଡିଜେଲ୍‌ ଦର ମଧ୍ୟ ଲିଟରପିଛା ୩୮ ପଇସା ବୃଦ୍ଧି ପାଇ ମୂଲ୍ୟ ୧୦୬.୨୨ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *