ରାଉରକେଲା: ପରୀକ୍ଷା ଦେଉଥିବାବେଳେ କଲେଜ ଛାତ୍ରଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ +୨ ପରୀକ୍ଷା ଦେଉଥିବାବେଳେ ହଠାତ୍ ଜଣେ ଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ । ବଣାଇ ମେଡିକାଲରେ ଅଚେତ ଛାତ୍ରଙ୍କୁ ମୃତ ଘୋଷଣା କଲେ ଡାକ୍ତର ।

Leave a Reply

Your email address will not be published. Required fields are marked *