ରୁଷିଆ ଲଞ୍ଚ କଲା ମୁନ୍‌ ମିଶନ ଲୁନା-୨୫ | ଦୀର୍ଘ ୫୦ ବର୍ଷ ପରେ ରୁଷିଆ ମୁନ୍‌ ମିଶନ ଲଞ୍ଚ କରିଛି | ପାଞ୍ଚ ଦିନ ପରେ ଅର୍ଥାତ ଅଗଷ୍ଟ ୨୧ରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ | ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ଲକ୍ଷ୍ୟ |

Leave a Reply

Your email address will not be published. Required fields are marked *