ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହେଲେ ମାଓନେତା ସବ୍ୟସାଚୀ ପଣ୍ଡା

ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । ଅସ୍ତ୍ରୋପଚାର ପାଇଁ MKCGରେ ଭର୍ତ୍ତି ହେଲେ ସବ୍ୟସାଚୀ

ଦୀର୍ଘ ୮ବର୍ଷ ଧରି ବ୍ରହ୍ମପୁର ସର୍କଲ ଜେଲରେ ଅଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା । କାନରେ ଅସ୍ତ୍ରୋପଚାର କରିବାକୁ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ MKCGକୁ ସ୍ଥାନାନ୍ତର | ସବ୍ୟସାଚୀ ଏବେ ENT ବିଭାଗରେ ଅଛନ୍ତି ।

ମେଡିକାଲରେ ତାଙ୍କୁ ଗୋଟିଏ ସେକସନ ପୋଲିସ କର୍ମଚାରୀ ଜଗି ରହିଛନ୍ତି । ପୂର୍ବରୁ ସବ୍ୟସାଚୀଙ୍କ କାନ ଓ ଦାନ୍ତ ଯନ୍ତ୍ରଣା ହେବାରୁ ସେ କାରାଗାରର ଚିକିତ୍ସିତ ହେଉଥିଲେ | ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ମେଡିକାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା

Leave a Reply

Your email address will not be published. Required fields are marked *