ୟୁକ୍ରେନରୁ ଆଉ ୨୨୯ ଭାରତୀୟଙ୍କୁ ନେଇ ଫେରିଲା ସ୍ବତନ୍ତ୍ର ଇଣ୍ଡିଗୋ ବିମାନ | ଅପରେସନ ଗଙ୍ଗା ମାଧ୍ୟମରେ ରୋମାନିଆରୁ ଆସି ଦିଲ୍ଲୀରେ ପହଞ୍ଚିଲେ ୨୨୯ ଭାରତୀୟ | ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ରୋମାନିଆ ଯାଇଥିଲା ଇଣ୍ଡିଗୋ ବିମାନ |

Leave a Reply

Your email address will not be published. Required fields are marked *