ଆଜି ରାଜ୍ୟ ମନ୍ତ୍ରୀପରିଷଦ ଓ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମନ୍ତ୍ରୀପରିଷଦ ବୈଠକ ବସିବ । ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍‌କୁ ମୋହର ମରାଯିବ । ମନ୍ତ୍ରୀପରିଷଦ ବୈଠକ ପରେ ବସିବ କ୍ୟାବିନେଟ୍‌ ବୈଠକ ।

Leave a Reply

Your email address will not be published. Required fields are marked *